ବିଡ଼ମ୍ବନା ପ୍ରେମ
ବିଡ଼ମ୍ବନା କାହାକୁ କୁହନ୍ତି, ମୋତେ ପଚାର | ପ୍ରକୃତି ଯେମିତି ସାଜିଛି ଲେଖକ, ତୁମ ଓ ମୋ ଭଲ ପାଇବାର | କଣ ଲେଖକ ଜାଣିଛି ଆମ ପ୍ରେମର କାରଣ , ଓ ବିଛେଦର ନିବାରଣ | ହେ ଲେଖକ ମୋତେ ଫେରାଇ ଦିଅ, ମୋ ଜୀବନର ବୃଥା ଦିନ | ମୁଁ ଏକା ଥିଲି ସେ ନଥିଲେ,ପ୍ରେମର ସ୍ପର୍ଶ ନଥିଲା, ଖାଲି ଥିଲା ମୁହଁ ଫୁଟାଣି ମାନ ସମ୍ମାନ | ହଉ ଯଦି ଲେଖୁଛ ଆମ ପ୍ରେମ କାହାଣୀ, ପ୍ଲିଜ଼ ଫଳ ଦେବ ଆମ ମନ ଜାଣି | ପ୍ଲିଜ଼ ଫଳ ଦେବ ଆମ ମନ ଜାଣି |
Ad
Poetry Books 50% Off
Bestselling collections from top poets
Shop Now →
