ଶୋଇପଡ
ତୁମେ କହିଗଲ ପ୍ରିୟା ଶୋଇପଡ ବୋଲି, ପ୍ରୟାସ କରିଲି କେତେ | ନିଦ ଛାଡ଼ ପ୍ରିୟା ଆଖି ପଡୁନାହିଁ!!!! ତୁମ ହସ ହସ ମୁହଁ ଆଖିରେ ନାଚୁଛି, ନିଦ ଆସୁନାହିଁ ମୋତେ | ତୁମେ ଶୋଇବା ଆଗରୁ କହିଲ ତ ନାହଁ, ମୋ ସହ କଥା ହେବ ପୁଣି କେବେ | ତୁମେ କୁହ ପ୍ରିୟା କେମିତି ଶୋଇବି, ଭାବନା ସୁଅରେ ଭାସି ଯାଉଛି ମୁଁ ଏବେ | ରାତି ର ଦ୍ୱିତୀୟ ପ୍ରହର ସାରିବାକୁ ଅଛି,ଉଜାଗର ହୋଇ ମୁଁ ତ ବସିଛି | SMS କରିବ କେବେ??????????
Ad
Poetry Books 50% Off
Bestselling collections from top poets
Shop Now →
