ସନ୍ଦେହୀ ଶ୍ରାବଣ
ମୁଁ ଲୁହ ଭିଜା ସନ୍ଦେହୀ ଶ୍ରାବଣ ତୁ ବରଷା ର ଟୋପା ବିନ୍ଦୁ ମୁଁ ଓଷ କାକରର ନବୀନ ଜୀବନ ତୁ ପୂର୍ଣ୍ଣମୀ ରାତ୍ରି ର ଇନ୍ଦୁ। ମୁଁ ପାହାନ୍ତି ଫଗୁଣେ ଅଭଙ୍ଗା ସପନ ତୁ ସପନର ପୂର୍ଣ୍ଣବିନ୍ଦୁ ମୁଁ ପ୍ରେମ କଳିକାର ପ୍ରସ୍ଫୁଟିତ ପୁଷ୍ପ ତୁ ମଧୁକର ସିଞ୍ଚା ମଧୁ।
Ad
Poetry Books 50% Off
Bestselling collections from top poets
Shop Now →
