ଗଣତନ୍ତ୍ର :ଏକ ଅମର ଶପଥ.. 🇮🇳
କାଳଚକ୍ରର କପାଳେ ଲେଖା ସହୀଦ ରକ୍ତର ଗାଥା, ସମ୍ବିଧାନ ହେଲା ଜନତାର ଚେତନାର ଅମର ପଥ.... 🇮🇳🙏 ସିଂହାସନ ନୁହେଁ, ଜନମତ ଏଠି ସାଶନର ମୂଳ ନ୍ୟାୟ ହିଁ ମୁକୁଟ ସମତା ରାଷ୍ଟ୍ର ଆତ୍ମାର ଚୂଳ...... 🇮🇳 ତ୍ରିବର୍ଣ୍ଣ ତଳେ ଧଡ଼କେ ଲକ୍ଷ କୋଟି ସ୍ବପ୍ନ ର ପ୍ରାଣ ଭାଷା, ଧର୍ମ ଜାତି ଭେଦକୁ ଭାଙ୍ଗିଦିଏ ଏକ ସମାନ...... 🇮🇳 ନାଗରିକ ହିଁ ନିୟତିକାର ଭାରତ ଭାଗ୍ୟର ଲେଖକ ଗଣତନ୍ତ୍ର ର ସେଇ ମହାଦୀପ ଅନ୍ଧକାର ଭେଦି ଦୀପକ...... 🇮🇳 ଆସ, ଆତ୍ମା ରେ ଧାରଣ କରି ଏହି ଅମର ସଂକଳ୍ପ ସତ୍ୟ ଓ ନ୍ୟାୟ ର ରକ୍ଷା ରେ ଜୀବନ ହେଉ ଅର୍ପଣ.....🇮🇳 ବନ୍ଦେ ମାତରଂ.. 🇮🇳🫡 @ରଞ୍ଜିତା ପ୍ରଧାନ.....
Ad
Poetry Books 50% Off
Bestselling collections from top poets
Shop Now →
