ଜୀବନ....🍁
ହେ ଜୀବନ... ତୁ ଭାବୁଥିବୁ, ହାରି ଗଲି... ଆରେ ନା; ପାଇବା ର ଖୁସି ଆଉ ହରେଇବା ର କଷ୍ଟ ଯେ ତୋର ସୁକଳ୍ପିତ ଉପହାର.... କିନ୍ତୁ ବୁଝିବା ରେ ଟିକେ ବିଳମ୍ବ ହୋଇଥିଲା, ତୋ ସୁନା ପଞ୍ଜୁରୀ ଭାଙ୍ଗି ଆଜି ମୁଁ; ମୁକ୍ତ ଆକାଶ ର ଚଢ଼େଇ 🕊️ ହେଇ ଯିବି... ନେ ତୋ ସୁନା ପଞ୍ଜୁରୀ; ତୋତେ ମୁବ।ରକ୍ । । #✍🏿
Ad
Poetry Books 50% Off
Bestselling collections from top poets
Shop Now →
