।। ଫରକ୍ ।।
ସ୍ତ୍ରୀ ଆଉ ପ୍ରେମିକା ଏହି ଦୁଇ ଜଣଙ୍କ ଭିତରେ ଫରକ୍ କଣ ଜାଣିଛନ୍ତି....... ଜଣେ ସ୍ତ୍ରୀ ଧନ ସମ୍ପତ୍ତି ଚାକିରି ଜାତି, ଅଜାତି ଆଭିଜାତ୍ୟ ସୁଖ ସବୁ କୁ '''''''''' ଦେଖିକି ଆସେ . ହେଲେ ପ୍ରେମିକା କିଛି ନଦେଖି କି ଆସେ ବହୁତ୍ କିଛି ଦେଇ ଦେଇକି '''''''''' ଯାଏ . ଗୋଟିଏ ସ୍ତ୍ରୀ ସମୟ ପଡ଼ିଲେ କୁହେ ମୋ ଭାଗ୍ୟ ଖରାପ୍ ମୁଁ ତମକୁ ପାଇଲି , ହେଲେ ଗୋଟିଏ ପ୍ରେମିକା କୁହେ ତୁମକୁ ଯିଏ ପାଇବା ସିଏ କେତେ , ଭାଗ୍ୟବାନ ହୋଇ ଥିବ . - ananya
Ad
Poetry Books 50% Off
Bestselling collections from top poets
Shop Now →
