ମୋ ମାଆ
ମା'ର ମମତା ପାଇଛୁ ଆମେ ଚାଲିଛୁ ଆମେ ଦୋକାନ ପଥେ ଆଖିରେ ତା'ର ସନ୍ତାନ ଆମେ ଦେଇଛି ସବୁ ଇଚ୍ଛା । ଅଙ୍ଗନୱାଡିରୁ ପ୍ରଥମ କଲା ପ୍ରଥମରୁ ମଧ୍ୟ ଦଶମ କଲା ସେହିତ ଆମରି ମାଆ । ମାଆର ଭୋଜ କରିବୁ ସଜ କରିଛି ଆମକୁ +2 ବଡ଼ ବସି ଲେଖୁଛି ତାହାରି ପ୍ରେମ ସରେ ନାହିଁ ମାଆର ଲେଖା ।
Ad
Poetry Books 50% Off
Bestselling collections from top poets
Shop Now →
