ମୁଁ
ସେ ଉଛୁଳା ନଈ ର ବିଚ୍ଛୁରିତ ଜଳ ମୁଁ ଘାଟ ଲଂଘି ପାରୁନଥିବା ଅମାନିଆ କୂଳ ସେ ସବୁଜ ବନର ରୂପେଲି ରଙ୍ଗ ର ଫୁଲ ତାଙ୍କୁ ଚୁମିବାକୁ ଆସିଥିବା ମୁଁ ପାଗଳ ଭଅଁର ସେ ମୁକ୍ତ ଆକାଶରେ ଉଡ଼ିବୁଲୁଥିବା ବାଈ ଚଢ଼େଇ ମୁଁ ତାଙ୍କୁ ଭେଟି ବାକୁ ଆସେ ସାହାନାଇ କୁ ବଜେଇ ସାହାନାଇ ଶବ୍ଦ ଧ୍ଵନି ଶୁଣି ସେ ଲାଜେଇ ତ ଯାଆନ୍ତି ଲାଜରେ ମୋ ସହ ଦେଖା ନ କରି ନିରାଶାରେ ଫେରିଯାଆନ୍ତି ସେ ଅନ୍ଧାର ରାତି ରେ ଜହ୍ନ ଆଲୋକ ରେ ଫୁଟୁ ଥିବା କଇଁ ତାଙ୍କ ଆଲୋକ ର ବାଟ କୁ ଚାହିଁ ରହିଥିବା ମୁଁ ବାଟୋଇ
Ad
Poetry Books 50% Off
Bestselling collections from top poets
Shop Now →
