ପାଗଳ ପ୍ରେମ
ମୁଁ ତମକୁ ଏତେ fucus କରୁଛି ବୋଲି ଏତେ attitude ଦେଖାଉଛୁ ନା ।ହୋଉ ଯେତେ attitude ଦେଖାଇବା କଥା ଦେଖେଇ ଥା । ଏବେ ତ ଆମର ଅଳ୍ପ ଦିନ ର validity ତାପରେ ଆଉ ଆମର ଦେଖା ବି ହେବ ନାହିଁ । କେଵେ ଯଦି ମୋ କଥା ମନେ ପଡ଼େ ଆଉ ମୋତେ ଏତେ କଷ୍ଟ କରି କି ମୋତେ ଆଉ ଦେଖା କରିବା କୁ ଆମ ଘରେ ଆସିବୁ ନାହିଁ । ତମକୁ ମୁ share କରି ଥିବା ଏବଂ ତମେ ସାଇତି ରଖିଛ କି ନାହିଁ ମୁଁ ଜାଣିନି କିନ୍ତୁ ମୋ କଥା ମନେ ପଡ଼ିଲେ ସେହି photo କୁ ହିଁ ଦେଖି ପାରିବୁ । ମୋତେ କେତେ ଖୋଜିବୁ ହେଲେ ପାଇଵୁ ନାହିଁ ।କାରଣ ମୁଁ ତମକୁ ଛାଡି ବହୁତ ଦୂର କୁ ଚାଲି ଯିବି ।ତୁ ମତେ ଯେତେ ଦେଖା କରିବା କୁ ଚାହିଁ ଲେ ବି ଦେଖି ପାରିବୁ ନାହିଁ ।କୋଥା ହେବାକୁ ଚାହିଁ ଲେ ବି କୋଠା ହେଇ ପାରି ଵୁନି । ସେତେବେଳେ ହଁ ବୁଝିବୁ ମୋ ଭଲପାଇବା ର ମୂଲ୍ୟ କ'ଣ ? ହେଲେ ତୁ ସେଇ ପ୍ରେମ ଅଉ ମୋ ଭଲପାଇବା କେଵେ ପାଇପାରିବୁ ନାହିଁ । ସେତେବେଳେ ହଁ ତୁ ଝୁରିଵୁ ହେଲେ ମୁ ଆଉ ଫେରି ବି ନାହିଁ।
Poetry Books 50% Off
Bestselling collections from top poets
