ମୋ ଭାରତ
ବିଶ୍ବ ପଖାଳ ଦିବସ ବୋଲି ମାଛ ଉତ୍ପାଦନ କରିବାକୁ ଗଲି ଦେଖିଲି ତୁମ୍ଭର ଗୋଣ ଶରୀର ପ୍ରକାଶ ଜାଣି ନ ପାରଇ ଏକ ପିତାର ଚିନ୍ତା ଅବକାଶ ବନ୍ଧୁ ମୋର ହୋଇଛି ମଉନ ଉଦାର ଏବଂ ମୁକ୍ତ ବିଦ୍ୟାଳୟ ଗମନ ନାହିଁ ସେ ଭାବ ଅଦଳ ବଦଳ ପିରତି ଆଉ ଆଉ ପ୍ରେମ ସକଳ ମଧ୍ୟାହ୍ନ ଭୋଜନ ବନ୍ଦ ହୋଇ କରିବେ ଖୋଦନ ଶଳା ପାଇଁ ଝିଅ ଖୋଜା ଚାଲିଛି ମତଦାନ ଜାଣି ନ ପାରଇ ଏକ ପିତାର ଚିନ୍ତା ଅବକାଶ ଆରମ୍ଭ ହୋଇଛି ଛାତି ଚଉଡା କରିବା ସରବଶ ଆଜି ପରା ବିଶ୍ବ କପ୍ ଆରମ୍ଭ ଦିବସ ସମସ୍ତକୁ ମୋର ଜନ୍ମ ଦିନ ସନ୍ଦେଶ ଆଜି ବିଶ୍ବ ପଖାଳ ଧିବସ ।।।। ରହ ରହ ଆରେ ଦେଖିବୁ ରହ ବିଶ୍ବ ରୂପ ରଘୁନାଥ ବେଶ ଶ୍ରୀ ଚୈତନ୍ଯ ବଚନ ।।।।। ଇତି ଡଃ ପୁର୍ନ ଆନଂଦ ଗୌରାନଗ ନରେନ୍ଦ୍ର ମୋହନ ନବୀନ ୟୋଗୀ ସମବିତ ସାମୀ ନକଁ ପୋଥିରୁ ଆବୃତ ।।।।।
Ad
Poetry Books 50% Off
Bestselling collections from top poets
Shop Now →
