କୁହୁକୀ ବନ
ନିସ୍ତବ୍ଧ କାନନରେ ଏକାନ୍ତରେ ବୁଲିଗଲେ।କୁହୁ କୁହେଳିକା ଶଦ୍ଦ ଗୁଞନରେ ବନ ହୁଏ ନିନାଦିତ। ସତେ ଅବା ମନେପଡେ ପିଲାବେଳେ ଗାଁ ମେଳାରେ ଭାସି ଉଠିଥିବା ଶଦ୍ଦ । ସବୁଜିମା ପରିବେଶ ଉଚ୍ଚତର ବୃକ୍ଷ ବଖାଣିବ କାନନର ଅତୀତ ଗାଥା।ମନ ହୁଏ ଶାନ୍ତ ଇଚ୍ଛା ହୁଏ ରହିବାକୁ ଏହି ଘଂଚ କାନନରେ। ଭୁଲିଯାଏ ଅତୀତ ଭୁଲିଯାଏ ଭବିଷ୍ୟତ କେବଳ ଦେଖାଯାଏ ବର୍ତ୍ତମାନ ର କୁହୁକୀ ବନ । ସତେ ଅବା ସେହି କୁହୁକୀ ବନ ଟାଣି ନିଏ ତା ଆଡକୁ ବାରମ୍ବାର। 🌼🌳🌿🪄
Ad
Poetry Books 50% Off
Bestselling collections from top poets
Shop Now →
