ଅକୁହା କାହାଣୀ
ତୁମ ଜୀବନର ଅକୁହା କାହାଣୀ ହୋଇ କଣ ରହିଯିବି, ମୋ ନାମ ତୁମ ହୃଦୟରେ ଥିବ ମୁହଁ ରେ କେବେ ନଆସିବି | ପ୍ରେମକୁ ଆମର ସ୍ୱୀକୃତି କାହାର ଆବଶ୍ୟକ ହେବ ନାହିଁ, ଦୁହେଁ ହୁହିଁଙ୍କର ହୃଦୟେ ରହିବା ପଶ୍ଚାତାପ ଆମ ନାହିଁ | ସମାଜ ଯାହାକୁ ପାପ ବୋଲି କହେ ଆମେ ତାକୁ କହୁ ପ୍ରେମ, ସେଇ ପ୍ରେମ ଆମ ଆଶ୍ରିବାଦ ସମ ନୁହେଁ ଅମୃତ ଠୁ କଅମ | ଅକୁହା କାହାଣୀ କୁ କାଗଜରେ ଲେଖି, ଏସ୍ତିହାର ଟିଏ ଦେବା, ପ୍ରେମିକା, ପ୍ରେମିକ ହୃଦୟରେ ଆମେ ଚିର ଅମର ହୋଇ ରହିଥିବା |
Ad
Poetry Books 50% Off
Bestselling collections from top poets
Shop Now →
