ବାସ୍ତବ 🍁
ଶୁଣିଥିଲି କିଛି ପାଇବାକୁ ହେଲେ କିଛି ତ୍ୟାଗ କରିବାକୁ ପଡେ,ଯେତେବେଳେ ତାହା ବାସ୍ତବରେ ପରିଣତ ହୁଏ ; ଏଇ ଯେମିତି ଦେଖୁନ>>> ଇଛା ନ ଥିଲେ ମଧ୍ୟ ଚାଷୀଟିକୁ ଦାଆ ଧରି ଧାନ କାଟିବାକୁ ପଡେ , 🌾 ଶୀତ ହେଲେ ମଧ୍ୟ କମ୍ବଳର ଉଷୁମତରୁ ଉଠିବାକୁ ପଡେ , 🛌🥶 କଷ୍ଟ ହେଲେ ମଧ୍ୟ ଖଟିବାକୁ ପଡେ କେତେବେଳେ କାହା ମୁଁହରେ ଖାଦ୍ୟ ଟିକେ ଦେବା ପାଇଁ ତ ଆଉ କେତେବେଳେ ନିଜର ଅଧୁରା ସ୍ୱପ୍ନକୁ ଅନ୍ୟ ଦ୍ୱାରା ପୂରଣ କରିବାକୁ ଅର୍ଥ ସଞ୍ଚୟ ପାଇଁ ।। 🌸🍂 ଶୀତୁଆ ସକାଳର ଥଣ୍ଡା ପାଣିରେ ନିଜକୁ ଗାଧୋଇବାକୁ ପଡେ ଯଦିଓ ଦିନ ୧୨ଟାରେ ଗାଧୋଉଥିବା ଲୋକଟି ପାଇଁ ଗରମ ପାଣି କରିବାକୁ ପଡେ ।। 🚿💧 ଉଦାହରଣ ସ୍ୱରୂପ ; ଯେପରି ଗହମ ନିଅଣ୍ଟ ପଡିଗଲେ ଖାଇବାକୁ ରୁଟି ପାଏନି , 🍞 ଠିକ୍ ସେହିଭଳି ଜୀବନରେ ସଂଘର୍ଷ ତଥା ଦୁଃଖ ଓ କଷ୍ଟ ନିଅଣ୍ଟ ପଡିଗଲେ ; ଜୀବନ୍ତ ସ୍ୱପ୍ନଟି ମଧ୍ୟ ବାଟ ପାଏନି ।। 🌷🌿
Ad
Poetry Books 50% Off
Bestselling collections from top poets
Shop Now →
