ଅସହାୟ ଜୀବନ....
ଅସହାୟ ଜୀବନେ ବାଟୋଇ ମୁଁ ଏକା ସାଥି ମୋର କେହି ନାହିଁ, ଅକୁହା କଥା କୁ ବୁଝିବାକୁ ମୋର ଆପଣାର ବୋଲି କେହି ନାହିଁ,....... (୧) ନିଜର ଭାବିକି ନିଜକୁ ଭୁଲିଲି ପରିବାର ପାଇଁ କଷ୍ଟ କୁ ସହିଲି, ସର୍ବ ଶେଷରେ ମୁଁ ଅମୁଲ୍ୟ ମଣିଷ ଅପରାଧୀ ସଜେଇ ଦେଉଛନ୍ତି ମୋତେ ଦୋଷ.... (୩) ଦୁଃଖ ର ଜୁଇ ରେ ଆଜି ମୁଁ ଜଳୁଛି ଜିଅନ୍ତା ଶବ ଟେ ହୋଇ, ବଂଚିବାଟା ଖାଲି ଅଭିନୟ ମୋର କା ପାଶେ ପାରୁନି କହି..... (୪) #ସନ୍ତୋଷ........
Ad
Poetry Books 50% Off
Bestselling collections from top poets
Shop Now →
