ବୀହା ଚୁରା
ବଜା ଗଜା କରି ଗର୍ଜି ଯାଉଛେ ପିଲା ଘରେ ଯେ ଆଜି...... ଵିହା ହେମି ବୋଲି ପିଲାକେ ଦେଖ ବର୍ ପିଲା ରୂପେ ହଉଛେ ସାଜି....... ପଟ୍ ଗୋଡ୍ କରି ଦଉଛନ୍ କେତେ ପିଲା ଘରେ ଯେ ସମାଜ୍ କେ...... ଗଞ୍ଜ୍ ଗଞ୍ଜ୍ କରି ଶିକାର୍ ଆର୍ ରକ୍ତି ନାଇଁ ଅଟୁଁଛେ କାହାକେ....... କେନ୍ତା କର୍ଷି ବଏଲା ବୁଆ ହେଇ ଗଲା ଯେ ଦେଖି କାବା.... ବାଲ୍ଟି ବାଲ୍ଟି ତୁନ୍ ସରୁଛେ ପଟ୍ ଗୋଡ୍ ହେଲେନ ବାବା.... ଦେଖି କରି ମାଁ ହେଲା ମଉନ୍ କାହିଁ ଗଲା ଶିକାର୍ ତୁନ୍ ଯେ କହ... ହିସାବ୍ ଦେଇ ନେଇ ପାର ବେଳେ ମୋର୍ ଘରେ ଦ୍ୱାରେ ନାଇ ରହ.... କେଁ କର୍ବା ଆରୁ ପିଲାର୍ ବୁଆ କଥା ଶୁଣି ଫାଟି ଗଳାନ ତାର୍ ଛାତି... ଛେଲ୍ ମେଢି ଆର୍ କାହୁଁ ପାଏସି ମାଗୁ ଅଛନ୍ ତାର୍ ଯେ ଜାତି.... ସବୁ ଦେଖି କରି କହେଲା ପିଲା ଦମ୍ ଧର ଯେ ଗୋ ମାଁ ବୁଆ..... ମୁଇଁ ଆର୍ ବିହା ନାଇଁ ହୁଏ ଆନି ପଲାମି ଯେ ଉଧୁଲିଆ....... ବାଜେ ବଜା ଗଜା ଫେର୍ ମୁହୁରୀ ମାଁ ବୁଆ କେତେ ହଉଛନ୍ ପିଟିମାରି... ପିଲା କହୁଛେ ଆଗୋ ମାଁ ତୋର୍ ବହ କେ ଧରି ତାମିଲ୍ ନାଡୁ କେ ଜାଉଛେ ବାହାରି ... ମୋର୍ ନା ରାଜେଶ୍ 🙏 ଦଉଥିବେ ମତେ ଆଦେଶ୍ 🙏
Poetry Books 50% Off
Bestselling collections from top poets
