ମୋ ବାପା ଆଉ ମା
ମୁଁ ଭୁଲ କଲେ ଯିଏ ଗଲି ଦିଅନ୍ତି ସତ ହେଲେ ପରେ କ୍ଷମା କରିଥାନ୍ତି । ମୁଁ ଅବାଟରେ ଗଲେ ଯିଏ ମତେ ଠିକ୍ ବାଟ ଦେଖାନ୍ତି। ଯିଏ ନିଜେ ଅଭାବରେ ଥାଇ ମଧ୍ୟ ମୋର ସବୁ ଅଭାବକୁ ଦୂର କରନ୍ତି। ମୋର ଆଖିର ଲୁହ ଦେଖି ଯିଏ ନିଜେ କାନ୍ଦି ପକାନ୍ତି। ମତେ ଟିକେ କଷ୍ଟ ହେଲେ ‚ଯାହାକୁ ତା’ର ୧୦୦ ଗୁଣ କଷ୍ଟ ହୁଏ। ସେ ଆଉ କେହି ନୁହନ୍ତି ମୋ ବାପା ଆଉ ମାଆ। ସେ ହିଁ ମୋ ଦୁନିଆ ସେ ହିଁ ମୋ ହସ ଖୁସି।
