ଉତ୍ତର
ଭାବନା ସୁଅରେ ବୋହି ଯାଉଥିଲା, ସେଇ ପ୍ରେମିକାର ନାମ | ଯାହା ସ୍ପର୍ଶ ପାଇଁ ବ୍ୟାକୁଳ ହୁଅଇ ମନ, ବାଟ ଚାହିଁ ବସିଛି ଏ ପବନ | ସେହି ଜଣେ କିଏ,ଜାଣି ପାରୁନ କି ତୁମେ | ତୁମ ଖୁସିର ଗଭୀରତା ମାପ, ଦେଖା ଯିବି ଏହି ଜଣେ |
Ad
Poetry Books 50% Off
Bestselling collections from top poets
Shop Now →
