ମୋ ମା
ମା,ଏଇ ଶବ୍ଦ ସହିତ ସମସ୍ତେ ଜଡ଼ିତ । ମୁଁ ଆଜି ମୋ ମା ର ବିଷୟ ରେ ଦୁଇ ଶବ୍ଦ ବ୍ୟଖା କରୁଛି। ମା ,ଲାଗେ ଏହି ଶବ୍ଦ ରେ ରହିଛି ସ୍ଵର୍ଗ ର ସମସ୍ତ ସୁଖ। ମା ତୋ ବିଷୟ ରେ କହିବା କୁ ଯାଇ ମୋ ଶବ୍ଦ କମ ପଡିଯାଉଛି,ମୋନୟନରୁ ଲୋତକ ଭରି ଯାଉଛି। ତୁ ମତେ ଏ ଦୁନିଆ କୁ ଆଣିଥିବାରୁ ତତେ ଅଶେଷ ଧନ୍ୟବାଦ ମା । ତୁ ଅମୃତ ଦାୟିନୀ , କେତେ ଦୁଖ଼ଃ କଷ୍ଟ ସହ୍ୟ କରି ତୁ ମତେ ଜନ୍ମ କରିଛୁ। ମୁଁ ତୋ ପାଖରେ ୠଣି । ମୋର କେତେ ଅଲି ଅଝଟି ସହିଛୁ ,ତୁ କରୁଣାମୟୀ ସତରେ ତୁ ଧନ୍ୟ ମା । ଯେତେ କଷ୍ଟ ଆସୁ ଜୀବନ ରେ ତୋ କୋଳରେ ମୁଣ୍ଡ ରଖିଦେଲେ ନା ସବୁ କଷ୍ଟ ଉଭେଇ ଯାଏ ଜୀବନ ରେ ଅନେକ ଲୋକଙ୍କୁ ଭେଟୁ କିନ୍ତୁ କହିବା ଆଗରୁ ଯଦି କେହି କଷ୍ଟ ବୁଝିଯାଏ ସେ କେବଲ ମା ♥️♥️♥️
Ad
Poetry Books 50% Off
Bestselling collections from top poets
Shop Now →
