ଅପୂର୍ନ କବିତା
କୁଞ୍ଜ, ନିକୁଞ୍ଜ ଘେନି ନୀଳ କଦମ୍ବ ବିରହ ବ୍ୟଥା ରେ ଯାଏ ଫାଟି ତାଙ୍କ ଛାତି ଗୋପ ଛାଡ଼ି କାହ୍ନୁ ଯାଉଛନ୍ତି ଆଜି ଦେଖ ମଥୁରା ପୁରୀ ଯୋଜନକୁ ପୂର୍ଣ୍ଣିମା ରାତି ...!! ଲଗେଇ ଦେଇ ଭାବ , ପ୍ରେମ ଦିଆନିଆ ଗୋପପୁର ବାସୀ ସେଇ ଗୋପ ଗୋପିକା ହାଏ , କେଡେ ସୁନ୍ଦର ଦିଶୁଥାଇ ସେ ହଟ ହଟିଆ ବାନ୍ଧି ଥାଏ ଯେତେ ବେଳେ ଶିରେ ମୟୂର ଚନ୍ଦ୍ରିକା...!! ପ୍ରେମେ ତାର ପାଗିଲିନି ବ୍ରୁସଭାନୁ ନନ୍ଦିନୀ ରାଧା
Ad
Poetry Books 50% Off
Bestselling collections from top poets
Shop Now →
