ଶିକ୍ଷା ଯୋଜନା
କରୁଛନ ଯୋଜନା କେତେ ଯେ ସରକାର୍ ପିଲା ମାନେ ପଢ଼ ବାର ଲାଗି ପାଠ ସବୁ ଯୋଜନା ଫେଲମାରୁଛେ ହେଇ ଯାଉଛେ ବେକାର ।। ଯୋଜନା ଭିତରେ "ଆମ ବିଦ୍ୟାଳୟ" ହେଉଛେ କେତେ ସୁନ୍ଦର।। ଦେଖ ସୁନ୍ଦରୀ ଫାଲାସା ଫୁଲ୍ ଡଗର୍ ହେଉଛେ ଉଭାଗର।। ବାହାରୁ ଦେଖିଲେ ଇସ୍କୁଲ ଟା ଚକ୍ ଚାକେଇ ଜାଉଛେ।। ପିଲା ମାନଙ୍କର ନାକୁ ସିଗନ୍ ନିଝିରି ପଡୁଛେ।। ପିଲା ପଢୁଛେ ଏସ୍କୁଲ ରେ ଚା ର୍ ପ୍ରଥମ ଶ୍ରେଣି ପାଠ ପଚର୍ଲେ ଦିହୁଁ ବହାରୁଛେ ଝାଲ୍।। ଆଜ୍ଞା ମାନେ କାଣା ପଢ଼ାବେ ଲେଖି ଲେଖି ହେଲେ ନ ଅଥା ସର୍ବ ଶିକ୍ଷା ଯୋଜନା ଦେଖି କରି ମୁଡ ହେଲା ନ ବଥା।। ପିଲା ମାନ୍ ଙ୍କର ତାକତ ହେବାର ଲାଗି ସରକାର୍ ଦେଉଛନ ଅଣ୍ଡା ପିଲା କହୁଛେ ଆଜ୍ଞା କେ ଆମେ ସବୁ ତ ଭେଣ୍ଡା। ଯୋଜନା ଭିତରେ "ଦଣ୍ଡ ମୁକ୍ତ" ପିଲାମାନେ ହେଇଗଲେ ନ ହାଲ୍କା ପାଠ ସାଠ ପଢ଼ି ବଡଲୋକ୍ ହେବେ ସରୁ ଗଛେ ଆଳୁ ଅର୍ କାଇଁ ଫଲ୍ ବା।। ସରକାର୍ କହୁଛନ ସବୁ ପିଲା କୁ କରିଦିଅ ପାସ୍।। ପାଠ ସାଟ୍ ନାଇ ପଢ଼ ଲେ ଖେଲବେ ହେଲେ ତାସ୍।। ଦେଖତ ଆଜ୍ଞା ଆମର ସର୍କାର୍ ମୁଡେ ଲଗେଇ ଦେଉଛନ୍ ଫାସ୍ ସବୁ ଯୋଜନା ଫେଲ୍ ମାରୁଛେ ହେଇଗଲା ନ ଫସର ଫାସ୍।।
Poetry Books 50% Off
Bestselling collections from top poets
