ଜ୍ଞାନଦେବ
ଗଣେଶ ଙ୍କ ଅସ୍ତିତ୍ବକୁ ଗ୍ରହଣ କରିଵା ବଡ ମୁସ୍କିଲ, ମଳି ରୁ ଜନ୍ମ ମଣିଷ ଦେହରେ ହାତୀ ମୁଣ୍ଡ , ଯଦିଓ ଅଧିକା ଭାବପର୍ବଣ ହୋଇ ଗ୍ରହଣ କରିବା, ତଥାପି ଗୋଟେ ପ୍ରଶ୍ନ ମନକୁ ଆସେ ବିଶ୍ୱ ରେ ଯେତେ ଉଦ୍ଭାବନ ହୋଇଛି ପ୍ରାୟ ଅଧିକାଂଶ ଅଣହିନ୍ଦୁ ଉଦ୍ଭାବକ, ଆମେ ପୂଜା କରିବୁ, ଭସାଣି ରେ ମଦପି ନାଚିବୁ, ହେଲେ ମହା ପ୍ରଭୁ ଗଣେଶ ଜ୍ଞାନ ଆମେରିକା. ଜାପାନ. ଚାଇନା କୁ ଦେବ ଏଟା ତ ଘୋର ଅନାୟ,
Ad
Poetry Books 50% Off
Bestselling collections from top poets
Shop Now →
