ପ୍ରେମ ଅନ୍ୟ ନାମ କାହ୍ନା❤️
ଜୀବନର କଠିନ ରାସ୍ତା ରେ ଚାଲିବ। କୁ ଜଣେ ସାଥି ମିଳିଗଲା ଆଖି ର ଲୁହ ପୋଛି ବାକୁ ହାତ ଟିଏ ମିଳିଗଲା ହଁ ମନ ରେ ଯେମିତି ଭାବିଥିଲି ତାଠୁ ଅଧିକ ମତେ ଭଲ ପାଉଥିବା ସାଥି ମିଳିଗଲା ଯୋଗ୍ୟ ନ ଥାଇବି ସେ ମତେ ଆପଣନେଇ ନେଲା 🧿🫂😘 କହିବାକୁ ଗଲେ ବଞ୍ଚିବାର କାରଣ ମିଳିଗଲା ସେ ..... ବସନ୍ତ ଋତୁର ଦଲକାଏ ଥଣ୍ଡା ପବନ ଭଳି ମନକୁ ଛୁଇଁଗଲା ପ୍ରେମ ଯେ ଶାଶ୍ଵତ ପବିତ୍ର ...... ଏ ସବୁ ଖୋଜୁଖୋଜୁ ମନର ମଣିଷ ରୂପେ କାହ୍ନା ମିଳିଗଲା 🧿✨🫂😍
Ad
Poetry Books 50% Off
Bestselling collections from top poets
Shop Now →
