ଏଇତ ଦୁନିଆ
କିଛି ଲୋକ ଏମିତି ଦୁନିଆରେ ଥାଆନ୍ତି ତମକୁ ଭଲ ପାଇଲା ପରି ଅଭିନୟ କରନ୍ତି , ଅତି ଆପଣାର କଥା କୁହନ୍ତି , ତମ ପାଖେ ପାଖେ ରୁହନ୍ତି, କିନ୍ତୁ ଠିକ୍ ସେଇ ଲୋକ ହଁ ତମେ ଯେତେବେଳେ ଦୁଃଖରେ ଥିବା କିମ୍ବା ଅସମୟରେ ପଡ଼ିଥିବ , ସେତିକିବେଳେ ଆମକୁ ନେଇ ସମାଲୋଚନା କରନ୍ତି , ଆମକୁ ନେଇ ଗୋଟେ ନୂଆଁ ଡ୍ରାମା ଉପସ୍ଥାପନ କରନ୍ତି । ସେଇଥିପାଇଁ କୁହାଯାଏ ଯେ, ଏ ଦୁନିଆ ରେ କାହାକୁ ବି ଚିହ୍ନିବା ଭାରି କଷ୍ଟ ।।
Ad
Poetry Books 50% Off
Bestselling collections from top poets
Shop Now →
