ଅନ୍ତିମ ଅନୁଭୂତି
4 ଦିନ ହେଲା Dr Ak ଙ୍କ ମୁଁହ ର ଡର ଓ ଷ୍ଟ୍ରେସ ଦେଖି ଲାଗୁଥିଲା ସେ ମୋତେ କିଛି ଲୁଚଉଚନ୍ତି ଆଉ ପଚାରିଲେ କୁହନ୍ତି ମୁଁ ଅଛି ଏଇଠି, ତମେ ଜାଓ Ofc ସମ୍ଭାଳ।। ସବୁ କୁ ଘରକୁ ନେଇକି ଯାଓ ଆଉ ରେଷ୍ଟ ନିଅ!! କିଛି ହେଲେ ମୋତେ ହିଁ ଆଗ information ଆସିବ!! ଦୀର୍ଘ 10 ଦିନର ଅଳ୍କନ୍ତ୍ ପରିଶ୍ରମ ଓ ଚେଷ୍ଟା କରିସାରିଲା ପରେ , ଆଜି ଅମେ ଆମ ସବୁ ର ଆତ୍ମା କୁ ସ୍ଵର୍ଗଦ୍ଵାର, ପୁରୀ ରେ ସାରା ଦିନ ପାଇଁ , ଅନ୍ତିମ୍ ବିଦାୟ ଦେଇଦେଇକି ଆସିଗଲୁ!! କିନ୍ତୁ!!ଆଜି ଆଜି ବି ମୋତେ ଲାଗୁଛି ସେ ମୋ ପାଖା ପାଖି ଅଛନ୍ତି!!ଆଉ ସବୁ ଦିନ ଭଳି କହୁଛନ୍ତି "ମୁଁ !! ପୁରୀ ଟିକେ ଯାଉଚି 15Days Vacation ରେ ତୁ ଆସିଯିବୁ ମୋତେ ଦେଖା କରିବାକୁ । ଟାଇମ ହେଲେ।।। ସତରେ ସେ ଆଉ କଣ ଫେରିବେ?????ସତରେ ସେ କଣ ମୋ ତେ 50ଥର ଫୋନ କରିପଚରିବେ କି ମୁଁ ଖାଇଚି କି ନାହିଁ , ଘରକୁ ଠିକ୍ ସେ ପହଞ୍ଚିଲି କି ନାହିଁ??? ସତରେ ମୋତେ ପଚାରିବେ ମୋ ସୁଖ, ଦୁଃଖ????
Ad
Poetry Books 50% Off
Bestselling collections from top poets
Shop Now →
