... ନିରୀହ ପଥିକ...
ଏ ଜୀବନ୍ତ ପଥିକ ଜୀବନର ପଥେ ସକ୍ରିୟ ଚିତ୍ତରେ ଆଗେଇଯାଏ ସୁଖ ଦୁଃଖ ଯାହା ପାଇବ ରାସ୍ତାରେ ସବୁ ସହୃଦେ ଆପଣେଇ ନିଏ... (୧) ସ୍ମୃତି ସରିତା ର ସୁଷମା ତୀରରେ ନିଶା ରାତ୍ରିରେ ବିଶ୍ରାମ କରେ ଶୋଇବା ଆଗରୁ ପ୍ରତିଦିନ ସେ ଯେ ନିଜ ମୁଖ ଧୋଏ ସ୍ମୃତି ନିରେ.... (୨) ନିଜ ଶାଶ୍ୱତ ଲକ୍ଷ୍ୟ କୁ ଅଣଦେଖା କରି ସଂସାର ମାୟାରେ ବାନ୍ଧିହୋଇ ରହିଯାଏ କିଛି ଦୂର ଯାଇ ଏହି ଜଞ୍ଜାଳ ଯାତ୍ରା ରେ କ୍ଲାନ୍ତ କାୟା ଧରି ଆତ୍ମହରା ହୋଇଯାଏ.... (୩) ଏଣେ ସର୍ବସ୍ବ ଛାଡିକି ବୃଦ୍ଧ ଅଭିଜ୍ଞ ଯାତ୍ରିକ ମାୟା ବନ୍ଧନୁ ମୁକୁଳି ଯାତ୍ରା ଅନ୍ତ କରିଥାଏ ସମୟ ଗଙ୍ଗା ରେ ଅସ୍ଥି ଭାସି ଭାସି ଯାଇ ଜୀବନ ସଂଘର୍ଷର ଭାବଭରା ଗୀତ ଗାଉଥାଏ... (4) ରଞ୍ଜିତା...... 😊
Ad
Poetry Books 50% Off
Bestselling collections from top poets
Shop Now →
