ମୃଗତୃଷ୍ଣା
ମୃଗତୃଷ୍ଣା ଦିଏ କ୍ଲାସ ଦିଶେ ମନମୁଗଗ୍ଧକର। ସାଗରର ଶାମୁକା ଭାସିଉଠେ ନଵଦ୍ବୀପ । ଆଲୋକ ରେ ରଞ୍ଜିତ ହୋଇ ଉଠେ ଏହି ମନ । ବିଦଗ୍ଧ ମନ ଆଜି ଖୋଜି ବୁଲେ ନୂଆସ୍ୱପ୍ନ । ଅହମିକା ଭରି ଉଠେ ଏହି ମୋର ଓଠରେ । ସ୍ବାଦ ବାରି ପାରେ ନାହିଁ ଭ୍ରମର ତା ଓଠରେ। ସ୍ନେହଭରା କଣ୍ଠ ରେ ଭ୍ରମରେ ଯେ କହିଉଠେ । ମିଠା ଆସ୍ୱଦନା ନାହିଁ ଏହି ତୋର କଢରେ । ଫସିଯାଏ ଫାସରେ ଭ୍ରମର ଟେ ଦେଖରେ । ଦଗ୍ଧ ହୋଇଯାଏ ମୃଗତୃଷ୍ଣା ପାଶରେ । ମରୀଚିକା ପଛେ ଧାଏଁ ଏ ପାର୍ଥିବ ମଣିଷ। ଦଗ୍ଧ ହୋଇଯାଏ ମୃଗତୃଷ୍ଣା ପାଶରେ ଼଼଼଼଼✨✨✨
Ad
Poetry Books 50% Off
Bestselling collections from top poets
Shop Now →
