କହିବି ଏ କଥାଟା
ଅଖିତଳ ସପନ ସେ ଅଧରର କବିତା ଖରାଦିନ ସକାଳ ସେ ଶୀତ ଦିନ ଉଷ୍ମତା ଭାଦୁ ଅ ର ଆକାଶ ଠୁଁ ନିର୍ମଳ ତା ଚେହେରା ବିଷ ଠାରୁ ବିଷାକ୍ତ ତା ଆଖି ଠାର ଈଶାରା।। ଚାଲି ଦେଖି ରlଜହଂସି ଲାଜ ଟିକେ କରିବ ହସ ଦେଖି ସୂର୍ଯ୍ୟ ମୁଖି ତା ଆଡେ ଢାଳିବ କଥା ଟିକେ ଟାଣ ତାର ହୃଦୟ ଟା ଓଲଟା ଚୋରି କରି ପାରନ୍ତି କି ତାର ସେଇ ମନଟା।। ସିଏ ଯଦି ରାଣୀ ହୋଇ ଦାସ ମତେ କରlନ୍ତl ଦାସ ହୋଇ ରୁହନ୍ତି ମୁଁ ଟିକେ ଭଲ ହୁଅନ୍ତା ପାଇବାକୁ ତାକୁ ମୋର ନାହିଁ ଏବେ ଯୋଗ୍ୟତା ହୋଇ ଗଲେ ଯୋଗ୍ୟତା ମୁଁ କହିବି ଏ କଥାଟା।।
Ad
Poetry Books 50% Off
Bestselling collections from top poets
Shop Now →
