ତାଙ୍କ ସେବାରେ
ମାଁ ଓ ବାପା ଙ୍କ ମଝିରେ ମୁଁ ଏକ ଉନ୍ମୁକ୍ତ ଦିଗନ୍ତ ଉଭୟ ଙ୍କ ବିନା ସଦା ଶୂନ୍ୟ ମୋର ସକଳ ଅସ୍ତିତ୍ବ ମାଁଙ୍କ ପଣତ ତଳେ ହିଁ ଲେଖା ମୋ ଜୀବନର ଜାତକ ବାପାଙ୍କ ଆଶ୍ୱାସନା ମୋ ପାଇଁ ପ୍ରେରଣା ର ଗୋଟେ ସେମାନଙ୍କ ହସରେ ଭରି ଉଠେ ମୋ ଭାଗ୍ୟ ଓ ଜୀବନ ମୁଁ କିନ୍ତୁ ପୂର୍ଣ୍ଣ ହୁଏ ଦେଖି ତାଙ୍କରି ମୃଦୁ ହସ ହସ ବଦନ କଥା ରେ ଅନ୍ତର ହୁଏ ବହୁ ଥର ତାଙ୍କରି ସହ ସିନା ପରିଶେସରେ ସାଜି ଥାଆନ୍ତି ମୋ ପାଇଁ ସେ ଆଦର୍ଶ ବାନା ସାର୍ଥକ ଜୀବନ ହେବ ମୋ ସେ ଦୁହିଁଙ୍କ ସୁଖ ର ଲହରିରେ ତଥାପି ବିଫଳ ହୋଇଥାଏ ମୁଁ କର୍ତ୍ତବ୍ୟ ପୂର୍ଣ୍ଣ କରିବାରେ ଲୋଡ଼ିବି ଶେଷ ଯାଏଁ ମୁଁ ଆଶୀର୍ବାଦ ସେ ଦୁହିଁଙ୍କର ୠଣୀ ହୋଇ ରହିଥିବି ହେବା ଯାଏଁ ଶବ ମୋଏ ଶରୀର ଦୁହେଁ ଜୀବନ୍ତ ଈଶ୍ୱର ଫୁଲ ହୋଇ ଫୁଟନ୍ତୁ ମୋ ଜୀବନ ଡଙ୍ଗାରେ ହେ ଠାକୁର ଶକ୍ତି ଏବଂ ଧର୍ଯ୍ୟ ଦିଅ ପ୍ରାଣ ଜାଉ ତାଙ୍କ ସେବାରେ
Ad
Poetry Books 50% Off
Bestselling collections from top poets
Shop Now →
