ମନର ଇଚ୍ଛା ଶକ୍ତି
ଇଚ୍ଛା ଶକ୍ତି ତୁମକୁ ଆଗକୁ ନେବ । ଯେ କୌଣସି ବିଷୟରେ ଇଚ୍ଛା ରଖ । ତାହା କରିବା ପାଇଁ ଧିରେ ଧିରେ ଚେଷ୍ଟା କର। ତୁମ ଦ୍ୱାରା ସେହି ବିଷୟ ହେବ । ଯେବେ ତୁମେ ସେହି ପାହାଚରେ ପହଁଞ୍ଚିବ । ତୁମକୁ ସମସ୍ତେ ସମ୍ମାନ ଦେବେ । ଏହି ପରି ମନ କର ... ଯାହା ତୁମର ଇଚ୍ଛା ଥିବ । କେହି ବି ତୁମକୁ ରଖି ପାରିବେ ନାହିଁ ।
Ad
Poetry Books 50% Off
Bestselling collections from top poets
Shop Now →
