।। ମା ।।
ମା ମୋର ସରଗ ତାରା ତାବିନ ଜୀବନ ଅଧୁରା । ନଖାଇ ନପିଇ ଆମକୁ ଦିଆ ଖୁଆଇ ସେ ଆମ ଜୀବନ ଧାରା । ଦଶମାସ ଗର୍ଭଧରି କରିଲା ଜନମ ମାର ମମତା ସେନେହ ତାର । ନିଜେ ସହି ଦୁଃଖ ଅନ୍ୟ କୁ ଦିଏ ସୁଖ , ସେନେହ ମମତା ରେ ଭାରି ଦିଏ ଆମ ଜୀବନର ଦୁଃଖ । ମା ଠାରୁ ଦୁନିଆ ରେ ନାହିଁତ କେହି ବଡ । ମା - ଛବିଲତା ବେହେରା 🙏
Ad
Poetry Books 50% Off
Bestselling collections from top poets
Shop Now →
