ମୋ ଭାରତ
ଶ୍ରୀ ରଘୁନାଥ ବଚନ କୈବଲୟ ଉବାଚ କହି ଗଲେ ରଘୁନାଥ ଅର୍ଥ ଅନର୍ଥ ମୁଳ କାରଣ ସତ ଭରା ଦୁନିଆବୁଡି ଭେଲାଣ ମୋର ମୋର ବୋଲି କେତେ ଯେ କହିବ ଟନକିଆ ଚାଉଳ ଯୋଗାଇ ଖାଇବ ମଣିଷ ମତତି ଧୃସତ ହୋଇଲା ସାକ୍ଷୀ ରୂପରେ ପରିବେଷଣ ରହିଲା ବାକି ନ ରହିବ ଆଉ ଦୂଖ ଅସାର ନିଶା ନିବାରଣ ଅଭିଯାନ ହେବ ପ୍ରସାର ଗୋବିନ୍ଦ ଗାଇବ ଲୀନା ବଚନ କଳି ଯୁଗ ସରି ଶ୍ରୀ ଯୁଗ ଆସିବ ଜାଣ ନ ରହିବ ଦୁଃଖ ନ ରହିବ କଷଟ ମୋର କଥା ମାନି କର ତା ପରକଟ ମନ ମୋର ବଡ ହୋଇବି ରଜା ପୁଅ ମୋର ବଡ ହୋଇ ଖାଇବ ଖଜା ଆ ଜନହିତ ପାଇଁ ଏଣେ ତେଣେ ଯିବା ସରକାରୀ ଯୋଜନା କୁ ବଖାଣି ହେବା ସୁନା ସଂସାର ବଢାଇ ସୁଖମୟ ଅପାର ମନୋରଞ୍ଜନର ବେଳା ବୁଡିଗଲାଣି ତାର ଡଃ ପୁର୍ନ ଆନଂଦ ଗୌରାନଗ ସାମୀ ନକ ପୋଥିରୁ ଆବୃତ ।।
Ad
Poetry Books 50% Off
Bestselling collections from top poets
Shop Now →
