ନିଜ ପାଇଁ
ଥରେ ନିଜ ପାଇଁ ସମୟ ଦେବା ନିଜ ପାଇଁ ଖୁସି ହେବା ନିଜର ଦୁର୍ବଳତାକୁ ଗ୍ରହଣ କରି ସୁଧାରି ନେବା ନିଜର କଷ୍ଟକୁ ଖୁସିର ପାସୋରି ଦେବା ଚଞ୍ଚଳା ମନକୁ ଶାନ୍ତ କରିବା ବିକାର ହୃଦୟକୁ ବୁଝେଇ ଦେବା ଦୁନିଆର କୋଳାହଳ ରୁ ଦୂରେଇ ରହି ପ୍ରକୃତି ସହ ନିଜକୁ ହଜେଇ ଦେବା ନିଜକୁ ନିଜ ଭିତରେ ଖୋଜି ପ୍ରଶ୍ନର ଉତ୍ତର ଗୁଡ଼ିକ ନିଜ ପାଖରେ ପାଇବା ଥରେ ନିଜ ପାଇଁ ବଞ୍ଚିବା ଆଉ ଏକ ନୂତନ ବହିର ନୂଆ ବିଷୟ ଲେଖିବା ......... 🌼🌿🫶
