ବିଜ୍ଞାନ ଭଗବାନ
ଭଗବାନ ସବୁତ ଦେଇଛି କଣ ନ ଦେଇଛି, କିପାଇଁ ମାଗୁଛ ତାଙ୍କୁ | ଶରୀର କୁ କଷ୍ଟ ଦେଲେ କି ହେବ, ହାତ ପାହାନ୍ତା ରେ ସବୁ | ଜ୍ଞାନରୁ ବିଜ୍ଞାନ. ବିଜ୍ଞାନେ ପ୍ରଗତି ବହୁ ରାଷ୍ଟ୍ର ବୁଝିଲେଣି, ତୁମ ପ୍ରାକୃତିକ ସମ୍ପଦ. ତୁମଠାରୁ ନେଇ ବିକଶିତ ହୋଇଲେଣି | ନିଜ ଭବିଷ୍ୟତ ,ମନ୍ଦିର. ମସଜିତ. ଚର୍ଚ୍ଚରେ ଖୋଜ କାହିଁ, ଶିକ୍ଷା ଅନୁଷ୍ଠାନ ରେ ଜ୍ଞାନ ଓ ବିଜ୍ଞାନ ଅପେକ୍ଷା କରିଛି ତୁମର ସୁନ୍ଦର ଭବିଷ୍ୟ ପାଇଁ...
Ad
Poetry Books 50% Off
Bestselling collections from top poets
Shop Now →
