"ବିଚିତ୍ର ବନ୍ଧୁତ୍ୱ"
କେବେ ଦିବା ସ୍ୱପ୍ନରେ ନିଜକୁ ହଜାଏ ତ, କେବେ ପୁଣି ରାତ୍ରି ସ୍ବପ୍ନରେ ନିଜକୁ ଲୁଚାଏ... କେବେ ସକାଳ ର ପ୍ରଥମ କିରଣ ସହ ବନ୍ଧୁତା କରେ ତ, କେବେ ପୁଣି ରାତ୍ରି ର ନିଦ୍ରା ସହ ଶତୃତା... ଏଇ ମୋର ବିଚିତ୍ର ବନ୍ଧୁତ୍ୱ ଯିଏ ଭାସ୍କର କିରଣ ରେ ମଧ୍ୟ ଆଖିର ବିନ୍ଦୁକୁ ଶୁଷ୍କ ରଖେ ନାହିଁ....🌿🥀
Ad
Poetry Books 50% Off
Bestselling collections from top poets
Shop Now →
