✊ଆମ ଇତିହାସ ✊
କେତେଦିନ ଆମେ ଚୁପ ରହିବା, ଆତ୍ମ ଶୋଭିମାନ କୁ ବଳି ଦେବା | ଆସ ଭାଇମାନେ ଏକ ହେବା, ପୂର୍ଵ ଗୌରବ ଫେରାଇ ନେବା | ଆମେ ଥିଲୁ ଦିନେ ଶାସକ ବର୍ଗ, ଶାସକ ରୁ ଆମେ ହେଲୁ ଶାସିତ | ଶତ୍ରୁ ଆମକୁ 6443ଜାତି ରେ କଲା ବିଭକ୍ତ, ଆମ ରକ୍ତ ପିଇ ସିଏ ହୋଇଛି ଶକ୍ତ | ଏ ହେଉଛି ଆମ ଜନମ ମାଟି, 85ଭାଗ ଆମେ ଲୋକଟି | ଶୁଦ୍ର,ଅତିଶୁଦ୍ର ନାମ ଦେଇଛି, କପଟ ରେ ଆମକୁ ଲଢାଉଛି | ଶତ୍ରୁର ସବୁ ଚତୁରତା ଧାରା ପଡିଛି, ଶିକ୍ଷା ଆମକୁ ସତ ମିଛ ଜ୍ଞାନ ଦେଇଛି | ଆମେ ନାଗ ବଂଶୀ ଦେଶ ଆମର, ଶତ୍ରୁ ପାଇବନି ଆଉ ନିସ୍ତାର | ଆସ ଶୁଦ୍ର,ଅତିସୁଦ୍ର ଏକ ହେବା, ପୂର୍ଵ ଗୌରବ ଫେରାଇ ନେବା ✊
Ad
Poetry Books 50% Off
Bestselling collections from top poets
Shop Now →
