ଦୀପାବଳି ରେ ମୋ ଖୁସି
ଏକ ନୂତନ ସୂର୍ଯ୍ୟୋଦୟ ଆସେ ପ୍ରତିବର୍ଷ ସେଇ ଦିନ🤗 ☺️କିଛି ଉତ୍କଣ୍ଠା ଆକାଂକ୍ଷା ଓ ସ୍ୱପ୍ନର ସମାହାର ନେଇ। ଜୀବନ ଉତ୍ଫୁଳିତ ହୁଏ ଏକ ଆରମ୍ଭର କଅଁଳ ଖରାରେ🥰 🥳କିଛି ସ୍ମୃତି ଓ ଅନୁଭୁତିର ମୃଦୁ ଆଲୋଡନେ😇 🤩କିଛି ନବ ଯୋଜନାର ମଧୁର ଗୁଞ୍ଜନେ.............😍 🎉ଉତ୍ସବମୁଖର ହୁଏ ସେଦିନର ନିର୍ମଳ ଆକାଶ🎊 ❤️ଅନେକ ଉପହାର-ନକ୍ଷତ୍ର ଆଲୋକେ🧡 ଜଳନ୍ତା ମହମବତୀରେ ଦିଶେ💛 💚ଆସନ୍ତାକାଲିର ସୁନେଲି କିରଣ ମିଷ୍ଟାନ୍ନ ବଣ୍ଟନେ ମିଳେ💙 💜ଖୁସି-କଣିକାର ଗତୀଶୀଳ ଗୁଣନ🤎 🖤ସୁଖର ଉଲ୍ଲାସରେ ଆନ୍ଦୋଳିତ ହୁଏ ତନୁ ମନ ପ୍ରାଣ। 🤍 କିନ୍ତୁ ହାୟ !😻🙈 ♥️ହଜିଯାଏ ସେଦିନର ନିର୍ମଳ ଆନନ୍ଦ ଜୁଆର ଲିଭିଯାଏ ଆକାଶକୁ ଛୁଇଁବାର ସ୍ୱର💘 ଜୀବନ ଯଥା ପୂର୍ବ ପଡ଼ିଯାଏ💝 💖ଚିରାଚରିତ ସଂସ୍କାରର ଅପରିବର୍ତ୍ତିତ ରେଳଧାରଣାରେ💗 💓ଏକ ଆରମ୍ଭର ସୁବର୍ଣ୍ଣ ସୁଯୋଗ ଉଡ଼ିଯାଏ ସମୟର ଧୂମ୍ର କୁଣ୍ଡଳୀରେ।💞 💕ଦୀପାବଳି ଆସେ ଏକ 🎊 ସମ୍ଭାବନାର ନୂତନ ସମ୍ବାଦ ନେଇ💌 💟ଭଙ୍ଗା ଜୀବନର ପୁନର୍ଗଠନର ଏକ ନୂତନ ପ୍ରେରଣା ନେଇ। ❣️
Poetry Books 50% Off
Bestselling collections from top poets
