ଆହେ! ଚକାଡୋଳା.... 🙏🥺
ମରୁଭୂମି ମଧ୍ୟେ ତୁମେ ମରୁଦ୍ୟାନ ତୃଷାର୍ତ୍ତର ତୁମେ ଜଳର ସନ୍ଧାନ..... ଭୋକିଲାର ତୁମେ ଖାଦ୍ୟର ଆସର ନିରସ୍ତ୍ର ର ତୁମେ ଅସ୍ତ୍ର ର ସମ୍ଭାର.... ଶବମଧ୍ୟେ ତୁମେ ପରାଣର ରଥ ସଂକଟରେ ଅଟ ମୁକୁଳିବା ପଥ.... ଅନ୍ୟାୟ ର ତୁମେ ନ୍ୟାୟ ର ସଦୃଶ ଅନ୍ଧାରରେ ତୁମେ ଆଲୋକ ପ୍ରତ୍ୟୁଷ 🙏🙏🙏🙏ପ୍ରଭୁ ହେ 🙏🙏🙏 ତୁମ ମାୟା ବୁଝିବାଟା ନୁହଁଇ ସହଜ.... @ରଞ୍ଜିତା.......
Ad
Poetry Books 50% Off
Bestselling collections from top poets
Shop Now →
