ଅଧିକାର
ହଁ, ମୁଁ ହିନ୍ଦୁ ! ହିନ୍ଦୁ ହେବା ମୋ ଅଧିକାର, ଜାଣିଛି ମୋ ପୂର୍ଵ ପୁରୁଷ ପାଇଛନ୍ତି, ଅକଥନିୟ ଅତ୍ୟାଚାର ହଁ, ମୁଁ ହିନ୍ଦୁ! ହିନ୍ଦୁ ହେବା ମୋ ଅଧିକାର || ହଁ, ମୁଁ ହିନ୍ଦୁ! ପୂଜା କରିବା ମୋ ଅଧିକାର, ମନ୍ଦିର ଭିତରେ ଠାକୁର ଆଗରେ, ଝିଅ ମାନଙ୍କୁ କରାଯାଏ ବଳାତ୍କାର, ଠାକୁର ଲାଚାର, ହଁ, ମୁଁ ହିନ୍ଦୁ!ପୂଜା କରିବା ମୋ ଅଧିକାର || ହଁ, ମୁଁ ହିନ୍ଦୁ! ହିନ୍ଦୁ ଶାସ୍ତ୍ର ପଢିବା ମୋ ଅଧିକାର, ଉଚ୍ଚ ଜାତି ର ଲୋକ କୁହନ୍ତି ଶାସ୍ତ୍ର ରେ ଅଛି, ହାଡ଼ି, କଣ୍ଡର, ପାଣ, ବାଉରୀ, ତୁମେମାନେ ପାଇବନି ଆମ ଠୁ ନିସ୍ତାର, ହଁ, ମୁଁ ହିନ୍ଦୁ ¡ହିନ୍ଦୁ ଶାସ୍ତ୍ର ପଢିବା ମୋ ଅଧିକାର || ହଁ, ମୁଁ ହିନ୍ଦୁ!ଭାରତ କୁ ହିନ୍ଦୁ ରାଷ୍ଟ୍ର କରିବା ମୋ ଅଧିକାର, ମୋ ପୂର୍ଵ ପୁରୁଷ ପରି, ମୋ ପୁଅ ନାତି ମଧ୍ୟ୍ୟ ହୁଅନ୍ତୁ ଜାତି ପ୍ରଥାର ଶିକାର, ହଁ, ମୁଁ ହିନ୍ଦୁ!ଭାରତ କୁ ହିନ୍ଦୁ ରାଷ୍ଟ୍ର କରିବା ମୋ ଅଧିକାର || ହଁ, ମୁଁ ହିନ୍ଦୁ! ମୋର ସମ୍ଭିଧାନ ନାହିଁ ଦରକାର, ସମ୍ଭିଧାନ ଦେଇଛି, ସମାନତା, ଶିକ୍ଷା, ସମ୍ପତି ସମାନ ଭାଗରେ ପାଇବା ଅଧିକାର ହଁ, ମୁଁ ହିନ୍ଦୁ! ମୋର ସମ୍ଭିଧାନ ନାହିଁ ଦରକାର || ହଁ,ମୁଁ ହିନ୍ଦୁ! ହିନ୍ଦୁ ହୋଇ ମାରିବା ମୋ ଅଧିକାର, ହଁ,ମୁଁ ନିର୍ଲଜ, ହଁ ମୁଁ ଚୁଟିଆ, ନାହିଁ ମୋର ଆତ୍ମସାନମାନ, ବିବେକ କୁ ମାରି ଦେଇଛି କେବେଠୁ, ଘୃଣା ପାଇବା ମୋ ଅଧିକାର, ହଁ, ମୁଁ ହିନ୍ଦୁ! ହିନ୍ଦୁ ହୋଇ ମାରିବା ମୋ ଅଧିକାର ||
Poetry Books 50% Off
Bestselling collections from top poets
