ତୁମ ପାଇଁ
ତୁମ ପାଇଁ କଣ ଜୀବନର, କିଛି ମୁହୂର୍ତ୍ତ ଯତେଷ୍ଟ | ଗୋଇଏ ରାତିର ସ୍ବପ୍ନ କଣ ଯତେଷ୍ଟ | ତୁମ ସହିତ ହୋଇଥିବା,କିଛି ମିଠା କଥା କଣ ଯତେଷ୍ଟ | ବାରମ୍ବାର ମନରେ ଉଙ୍କି ମାରୁଥିବା,ପ୍ରଶ୍ନ କଣ ଯତେଷ୍ଟ | ତୁମର ବି କିଛି ପ୍ରଶ୍ନର, ଉତ୍ତର ଦେବ କଣ ଯତେଷ୍ଟ | ମୋତେ ଏ ସବୁ ବହୁତ କମ ଲାଗେଏ | ଏହା ବୋଧେ ମୋ ମନର ସ୍ଥିତି ବୁଝିବା ତୁମ ପାଇଁ ଯତେଷ୍ଟ |
Ad
Poetry Books 50% Off
Bestselling collections from top poets
Shop Now →
