ଅପେକ୍ଷା ରେ...
ବଗ ମୀନ ଅପେକ୍ଷା ରେ ସର୍ପ ବେଙ୍ଗ ଅପେକ୍ଷା ରେ ପିମ୍ପୁଡ଼ି ଗୁଡ଼ ଅପେକ୍ଷା ରେ ସିଂହ ଶୀକାର ଅପେକ୍ଷା ରେ ଜଗି ରହିଥାନ୍ତି ସୁଯୋଗ ମିଳୁ ମିଳୁ ହାତ ଛଡା ନ କରନ୍ତି। କର୍ମଚାରୀ ଛୁଟି ଅପେକ୍ଷା ରେ ଗାୟକ ଶ୍ରୋତା ଅପେକ୍ଷା ରେ ଭାବୁକ ଭାବନା ଅପେକ୍ଷା ରେ ଦର୍ଶକ କଳାକାର ଅପେକ୍ଷା ରେ ଜଗି ରହିଥାନ୍ତି ସୁଯୋଗ ମିଳୁ ମିଳୁ ହାତଛଡ଼ା ନ କରନ୍ତି। ମୟୂର କଳାମେଘ ଅପେକ୍ଷାରେ ଧରଣୀ ବ୍ରୃଷ୍ଟି ଅପେକ୍ଷା ରେ ମହକ ପବନ ଅପେକ୍ଷା ରେ ରାତି ଦୀବା ଅପେକ୍ଷାରେ ଜଗି ରହିଥାନ୍ତି ସୁଯୋଗ ମିଳୁ ମିଳୁ ହାତଛଡ଼ା ନ କରନ୍ତି। ନିନ୍ଦୁକ ଅଣ୍ଡା ଅପେକ୍ଷା ରେ ନିନ୍ଦୁକ ଟମାଟୋ ଅପେକ୍ଷା ରେ ନିନ୍ଦୁକ ଜୋତା ଅପେକ୍ଷା ରେ ନିନ୍ଦୁକ ଜୋତା ମାଳ ଅପେକ୍ଷା ରେ ଜଗି ବସିଥାନ୍ତି ସୁଯୋଗ ମିଳୁ ମିଳୁ ହାତଛଡ଼ା ନ କରନ୍ତି।
Ad
Poetry Books 50% Off
Bestselling collections from top poets
Shop Now →
