The inocent girl i love
ମତେ ଭଲ ଲାଗେ ଯେତେବେଳେ ସେ ପ୍ରଶ୍ନ କରେ ଆଉ ଅପେକ୍ଷା କରେ ଉତ୍ତରକୁ ଚାତକ ଭଳି ଆଁ କରି । ସେ ନିରୀହ ହୋଇ ଜିତିଯାଏ ବିନା ଶସ୍ତ୍ରରେ ତନ୍ତ୍ର କରି ,ତାର , ନିରୀହ ପଣିଆକୁ ଅସ୍ତ୍ର କରି ।
Ad
Poetry Books 50% Off
Bestselling collections from top poets
Shop Now →
