One side love =flame
ଦୂର ଆକାଶର ଜହ୍ନ ଦିନରେ ଖେଳୁଛି ଲୁଚକାଳି ପୁଣି ରାତିରେ ଆସୁଚି ସ୍ବପ୍ନ । ଶୀତଳ ଆଲୋକ ତାର ନିଶାରେ ରଖୁଛି ରାତି ସାରା ମତେ ନିଦ ଭାଙ୍ଗେ ନାହିଁ ମୋର । କମ୍ପିତ ହୃଦୟ ମୋର କହିଦିଏ ତାକୁ ଭଲପାଏ ହେଲେ କହେ ନାହିଁ ତୁଣ୍ଡ ମୋର । do I love her? a silent truth that i suppress days are passing but I can't confess very much i love that moon not only in night even if in afternoon.
Ad
Poetry Books 50% Off
Bestselling collections from top poets
Shop Now →
