one side love
ଦୂର ଆକାଶର ଜହ୍ନ ଦିନରେ ଖେଳୁଛି ଲୁଚକାଳି ପୁଣି ରାତିରେ ଆସୁଚି ସ୍ବପ୍ନ । ଶୀତଳ ଆଲୋକ ତାର ନିଶାରେ ରଖୁଛି ରାତିସାରା ମତେ ନିଦ ଭାଙ୍ଗେ ନାହିଁ ମୋର । କମ୍ପିତ ହୃଦୟ ଏଇ କହିଦିଏ ତାକୁ ଭଲପାଏ ହେଲେ ତୁଣ୍ଡ ମୋର କହେ ନାହିଁ । a sillent truth that i suppress days are passing but I can't confess very much i love that moon not in night even if afternoon.
Ad
Poetry Books 50% Off
Bestselling collections from top poets
Shop Now →
