my book world
ଆଜି ର ଗୌଢ ଚିନ୍ତା ।।। ଶ୍ରୀ ଚୈତନ୍ଯ ବଚନ ,ରଘୁନାଥ ଉବାଚ ।। ରହ ରହ ଆରେ ଚଉଷଠିଆ ଭୋଗୀନି ନ ପକାଅ ନଜର ନ କର ମୋତେ ଗୁଣୀ ଯେତେ କୋଡିବୁ ସେତେ ପୋତିବୁ ଶୁଣି ବିଶ୍ବ ପଖାଳ ଦିବସ ସମାରୋହ ହେଲା କୁକୁର ମାନକଡ ଘୋଡା ର ଲାନଜ କଟିଲା ସୁନିତା ଫେରି ଲା ବିଶ୍ବ ରୂପ ଦେଖୀ ଲେଖୀବି କବୀତା ନିଜ ମନ ଲାଖୀ ପୁଅ ମୋର ଯାଇଛି ମାମୁଅଁ ଘର କୋଇ କୋଇଅଁ ଖୋଜେ ମାଇଅଁ କୁ ତାର ମାମୁଅଁ ଯେ ବାଢୁଅ ପାଣି ଦେଲା ପକାଈ ପନ୍ଦର ନମ୍ବର ସେକ୍ଟର ରେ ଛିଟ ପଡଇ ରହ ରହ ଆରେ ଆରେ ନିଜକୁ ସମଭାଳ ବିବାହ ପରେ ଜମା ହେବୁ ହେବୁନୁ ଦୁର୍ବଳ ସାନଗରେ ରହିଲେ ଭାରିଜା ତୋର ବିଶ୍ବ ରୂପ ଦେଖି ବୂ ରଘୁନାଥ ବେଶର ମାଛ ଉତ୍ପାଦନ କରିବାକୁ ଗଲି ବିଶ୍ବ ଜଳ ଦିବସ ପାଳନ କଲି ଦିବସ ପାଳିଲେ କୀ ହେବ ମୋର ସାନଗ ସାଥୀ ତୁମ ପାଇଁ ମୁଁ ପଶୁ ଡାକ୍ତର । ରଣସିନଘ ପୁର ରେ ହୋଇଲି ରଜା ମାଛ ସହ ଚିକେନ ଭୂବେନଶ୍ବର ର ଖଜା ବୁଝିବା ଲୋକ ବୁଝି ଗଲେଣି ଆପଣ କଥା ନ କରିବ ଆଘ ଆଲିଗନ ଦିଅ ତୂମ ଫିତା । ଇତି ଡଃ ପୁର୍ନ ଆନଂଦ ଗୌରାନଗ ସାମୀ ନକ ପୋଥିରୁ ଆବୃତ ।।।। ରଘୁନାଥ ବେଶ
Poetry Books 50% Off
Bestselling collections from top poets
