ମମ୍ (Mom)
ଶିକ୍ଷକ - ଯଦି ଇଂଲିଶରେ ମାଙ୍କୁ ମମ୍ କୁହାଯାଏ , ତେବେ ମା'ଙ୍କର ଵଡଭଉଣୀ ଓ ସାନଭଉଣୀ କ'ଣ କୁହାଯିବ ?? ଛାତ୍ର - ସାର୍ , ଈଏତ ବହୁତ ସହଜ । ମା'ଙ୍କ ଵଡଭଉଣୀଙ୍କୁ ମ୍ୟାକ୍ସିମମ୍ ଓ ସାନଭଉଣୀ ଙ୍କୁ ମିନିମମ୍ । 😄😆
Ad
Poetry Books 50% Off
Bestselling collections from top poets
Shop Now →
