Meenu
ଜୀବନର ଗୋଟେ ପୂର୍ଣ୍ଣଛେଦ ମଧ୍ୟରେ ଥିବା ଅନେକ କମା " ତମେ " ମୋ କବିତାର କଲମ, ଦରଦର କଲମ ମୋ କରମର ଫଳ, ମନର ବଳ ମୋ ଆଖିର ଲୁହ, ଛାତିର କୋହ ମୋ ରାତିର ସପନ, ସକାଳର କୀରଣ ମୋ ଆଖିର ଅପେକ୍ଷା, ଦେହର ପ୍ରତିକ୍ଷା ମୋ ଛାତିର ସ୍ପନ୍ଦନ, ନାଡ଼ିର କମ୍ପନ ମୋ ମନର ଆତୁର, ଆଖିର ଆହାର ଜୀବନ ଯାତନାରେ ମରି ଯାଇ ପୁଣି ଜୀ ଉଠିବାର ପ୍ରତ୍ୟେକ ପ୍ରଚେଷ୍ଟା..... "ତମେ" 💫
Ad
Poetry Books 50% Off
Bestselling collections from top poets
Shop Now →
