♥️ଭାଇ 🥰
ସକାଳ ର ପହିଲି କିରଣରୁ ସନ୍ଧ୍ୟାର ଶେଷ ଆଲୋକ ପର୍ଯ୍ୟନ୍ତ ମୋ ଜୀବନ ର ପ୍ରତ୍ୟେକ କାହାଣୀରେ ତୁ ମୋ କାହାଣୀର ଶ୍ରେଷ୍ଠ ନିର୍ଦ୍ଦେଶକ (୧) ବଜାରକୁ ଯିବାବେଳେ ମୋ ପସନ୍ଦ ମନେରଖୁ ମୁଁ ଖାଇ ନଥିଲେ ବାରମ୍ବାର ପଚାରୁ, ନିଜେ କାମରେ ବ୍ୟସ୍ତ ଥାଇ ବି, ମୋ ଚିନ୍ତା କରିବାକୁ କେବେ ଭୁଲିନାହୁଁ (୨) ଭାଇ ତୁ ଏତେ ଭଲ କାହଁକି ହେଲୁ ରେ 🥺 ଘରେ କେହି ନଥିବା ବେଳେ ତୋ ସହ ଦୁଇପଦ କଥା ହିଁ ସାହସ ଦିଏ ମୋ ନୀରବତା କୁ ପଢିନେଉଥିବା ସେ ଏକମାତ୍ର ମଣିଷ ତୁ ହିଁ ହେଇଥାଉ (୩) କେବେ ରାଗ କେବେ ଅଭିମାନ କେବେ ଛୋଟ ଛୋଟ ଝଗଡା ତଥାପି ଦିନ ଶେଷରେ ଅନୁଭବ ହୁଏ ତୋ ବିନା ଏ ଘରଟା ଅସଜଡ଼ା (୪) ଭାଇ ତୁ କେବଳ ଶବ୍ଦ ନୁହେଁ ରେ ମୋ ପ୍ରତ୍ୟେକ ଦିନର ଅଭ୍ୟାସ ମୋ ଜୀବନ କାହାଣୀ ର ନାୟକ ଆଉ ମୋ ଜୀବନର ସୁନ୍ଦର ଆଶ୍ରୟ ✨ @ରଞ୍ଜିତା ପ୍ରଧାନ
Ad
Poetry Books 50% Off
Bestselling collections from top poets
Shop Now →
