LINES :
IN ODIA : ନିଜକୁ ଖୋଜିବା ଆଉ ନିଜ ଠାରେ ହଜିବାର ତୃପ୍ତି ଏକା ଆକାଶ ହିଁ ଜାଣେ , ☁️ ଶୂନ୍ୟତାର ପରିଚୟ ଶୂନ୍ୟତା ହିଁ ନିଜେ , 🍁 ଜହ୍ନ କି ପବନ ନୁହେଁ , 🌝/ 🍃 ନୁହଁନ୍ତି ବି ସୂର୍ଯ୍ୟ ଓ ତାରକା ।। ☀️ / ⭐️ IN ENGLISH : Satisfaction of to find out own self and to lost in own self , only ❤️ The sky knows that , ☁️ Identification of loneliness is the loneliness , 🛣 Neither the moon nor the wind , 💨 Nor even the sun and stars .
Ad
Poetry Books 50% Off
Bestselling collections from top poets
Shop Now →
