LINES :
ଚିହ୍ନା ହେଉ କି ଅଚିହ୍ନା କାହା ପାଇଁ କିଞ୍ଚିତ ସମବେଦନା ବାଢ଼ି ଦେଲେ ଯେଉଁ ପରିତୃପ୍ତି ମିଳେ , ତାର ପଟାନ୍ତର ନ ଥାଏ ।। 🌿 ବଡ଼ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବା...... ଆକର୍ଷିତ ହେବା ଅପେକ୍ଷା ଆଦୃତ ହେବାରେ , ଯେଉଁ ଅନ୍ତଃପ୍ରେରଣା ମିଳେ ତାହା ଅବର୍ଣ୍ଣନୀୟ ।। 🍁 ପ୍ରସିଦ୍ଧି ଅପେକ୍ଷା ଅନନ୍ୟତା ଜୀବନପଥକୁ ପୁଷ୍ପିତ କରିଦେଇଥାଏ ।। 🌼
Ad
Poetry Books 50% Off
Bestselling collections from top poets
Shop Now →
