barsa
ଆଖିରେ ପଡିଲା ତା ଓଢ଼ଣୀ ବର୍ଷା ପବନରେ ଉଡ଼ି ଗଲାଣି ପିଲା ଦିନ କଥା ମନେ ପଡ଼ିଲା ମୁଖରେ ମୋର ହସ ଫୁଟିଲା ବର୍ଷାରେ ଭିଯିବା ପିଲାଲିଆମି ଭଲ ହେଲା ତାର ଜମା ଯାଇନି ବର୍ଷା ଦିନେ ଯେବେ ସ୍କୁଲ୍ ସରେ ବର୍ଷାରେ ଭିଜି ସେ ଘରକୁ ଫେରେ ସତକୁ ସତ ସେ ଛାତକୁ ଆସି ଖୋଲି ଦୁଇ ହାତ ମୁରୁକି ହସି ବରଷା କୁ ଚାହିଁ ଆନନ୍ଦ ନେଇ ନାଚି ଗାଇ ସିଏ ଭିଜି ଗଲାଣି ବଡ଼ ହେଲା ପରେ ବେଶି ସୁନ୍ଦର ବେଶି ସନ୍ଦେହି ସେ ବାଗୁଲି ମୋର
Ad
Poetry Books 50% Off
Bestselling collections from top poets
Shop Now →
